ଶୁଖିଲା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି..
ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର ସଙ୍ଗଠନକୁ ବ୍ୟାନ୍ କଲା କେନ୍ଦ୍ର.. ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ବ୍ୟାନ୍..
ଜର୍ମାନୀର ପୂର୍ବତନ ଅର୍ଥମନ୍ତ୍ରୀ ୱୋଲ୍ଫଗ୍ୟାଙ୍ଗ ଶାଉବଲଙ୍କ ପରଲୋକ.. ଦେଶକୁ ଋଣ ସଙ୍କଟରୁ ରକ୍ଷା କରିବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା..
ଡିସେମ୍ବର ୨୮ ଓ ୨୯ରେ ମୁଖ୍ୟ ଶାସନସଚିବ ଜାତୀୟ ସମ୍ମିଳନୀ.. ଇଜ୍ ଅଫ୍ ଲିଭିଂ ପ୍ରମୁଖ ପ୍ରସଙ୍ଗ..
ଡିସେମ୍ବର ୨୮ରେ ୧୫ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା.. ସତର୍କ ରହିବାକୁ ପରାମର୍ଶ ଜାରି କଲେ ଏସ୍ଆରସି..
ଇଡ଼କୋ ସିଜିଏମ୍ ଗିରଫ ସରୋଜକାନ୍ତ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ..
ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ..
ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର .. ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ..