ମୁମ୍ବଇ: ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଏନେଇ ଅଭିନେତ୍ରୀଙ୍କ ମ୍ୟାନେଜର ସାମାଜିକ ଗଣମାଧ୍ୟମ ଜରିଆରେ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥିସହ ଅଭିନେତ୍ରୀଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ତାଙ୍କ ବିୟୋଗ ନେଇ ଏକ ପୋଷ୍ଟ ଶେୟାର କରାଯାଇଛି। ୩୨ ବର୍ଷୀୟା ପୁନମ ଜରାୟୁ କର୍କଟରେ ପୀଡ଼ିତ ଥିଲେ।