ତପ୍ତପାଣି ଘାଟିରେ ବସ୍ ଓଲଟି ୩୫ ଆହତ..
ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୪.. ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡର ଅକଲାଣ୍ଡ..
ରାଜ୍ୟ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ..
ତେହରିକ୍-ଏ-ହୁରିୟତ ସଂଗଠନକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର..
ନୂଆବର୍ଷରେ ରାତି ଗୋଟାଏରୁ ଜଗା ଦର୍ଶନ.. ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତି.. କେବଳ ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା..
ଭୁବନେଶ୍ବର ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ଘଟଣା.. ଗୁରୁତର ୪ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ..
କେନ୍ଦୁଝର: ୨ ବାଇକ ଆରୋହୀଙ୍କୁ ଚାପି ଦେଲା ଟ୍ରକ.. ଗ୍ରାମାଞ୍ଚଳ ଥାନା ପାଣିଛତର ଛକରେ ଦୁର୍ଘଟଣା.. ମୃତକଙ୍କ ପରିଚୟ ଅସ୍ପଷ୍ଟ.. ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର..
ବାଲେଶ୍ବର: ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ଯୁବକ ଗୁରୁତର.. ସହଦେବ ଖୁଣ୍ଟାଥାନା ତେଲଙ୍ଗା ସାହିରୁ ଫେରିବାବେଳେ ଛୁରାମାଡ଼.. ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି.. ଆକ୍ରମଣର କାରଣ ଅସ୍ପଷ୍ଟ..
ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି.. ଜଣେ ସୁସ୍ଥ ସୂଚନା..
ପରିବେଶ ମନ୍ତ୍ରଣାଳୟର ରିପୋର୍ଟ-ଏ ବର୍ଷ ଦେଶରେ ମରିଛନ୍ତି ୧୭୭ ବାଘ.. ମହାରାଷ୍ଟ୍ରରେ ସର୍ବାଧିକ ୪୫ ବାଘଙ୍କ ମୃତ୍ୟୁ..
ଭୁବନେଶ୍ବର ରେଲୱେଷ୍ଟେସନରେ ଅମୃତ ଭାରତ ଏକ୍ସପ୍ରେସକୁ ସ୍ବାଗତ.. ଅମୃତ ଭାରତ ଏକ୍ସପ୍ରେସକୁ ସ୍ବାଗତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ ଓ ସୁଲତା ଦେଓ.. ଗତକାଲି ‘ଅମୃତ ଭାରତ’ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଋଷ୍ର ବେଲଗୋରୋଡ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ.. ୟୁକ୍ରେନର ଆକ୍ରମଣରେ ୨ ଶିଶୁ ସମେତ ୧୮ ଋଷିୟ ନାଗରିକଙ୍କ ମୃତ୍ୟୁ.. ଋଷ୍ର ଘନ ଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନର ପ୍ରତିଆକ୍ରମଣ..
ଉତ୍କଳମଣିଙ୍କୁ ମରଣୋତ୍ତର ଭାରତରତ୍ନ ଦାବି.. ଗୋପବନ୍ଧୁ ଭବନରେ ପହଞ୍ଚିଲା ପଦଯାତ୍ରା..
ମହାରାଷ୍ଟ୍ରର ଏକ ଗ୍ଲୋଭ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ.. ୬ କର୍ମଚାରୀ ଜୀବନ୍ତ ଦଗ୍ଧ.. ଅନ୍ୟ କର୍ମଚାରୀ ସୁରକ୍ଷିତ ଉଦ୍ଧାର.. ଛତ୍ରପତି ସଂଭାଜିନଗରରେ ଥିବା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ.. ୧୫ରୁ ଅଧିକ ଶ୍ରମିକ ଶୋଇଥିବାବେଳେ ନିଆଁ ଲାଗିଥିଲା..
ନୂଆବର୍ଷ ପାଇଁ କମିଶନରେଟ ପୁଲିସର ଜୋରଦାର ଚେକିଂ.. ରାଜଧାନୀର ବିଭିନ୍ନ ଛକ, ବଜାରରେ ବ୍ଲକିଂ ଓ ଚେକିଂ.. କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ.. ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ବିଭିନ୍ନ ଥାନାର ପୁଲିସ ସାମିଲ..
ପଶ୍ଚିମାଝଡ ପ୍ରଭାବରେ ନୂଆବର୍ଷରୁ ବର୍ଷା ସମ୍ଭାବନା.. ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ.. ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡକୁ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ..