ଆବେଦନ ତାରିଖ:
-ଜାନୁଆରୀ ୨ ତାରିଖ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା।
-ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ବୟସ ସୀମା:
–ଆବେଦନ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ରଖାଯାଇଛି
– ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ
-ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ପିଡବ୍ଲ୍ୟୁଡି, ଅନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବାର ବ୍ୟବସ୍ଥା ରହିଛି।
ଆବେଦନ ପ୍ରକ୍ରିୟା:
– ପ୍ରଥମ ପର୍ଯ୍ୟାୟ ପରୀକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା
-କଲ୍ ଲେଟର ଡାଉନଲୋଡିଂ ବାବଦରେ ପରବର୍ତ୍ତୀ ସମୟରେ ସୂଚିତ କରାଯିବ
ପଦବୀ:
– ପ୍ରାର୍ଥୀଙ୍କୁ ଆଡମିନିଷ୍ଟ୍ରେଟିଭ (Special and generalist) ପଦରେ ସ୍କେଲ-୧ କ୍ୟାଡରରେ ନିଯୁକ୍ତି ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା:
-ଉପରୋକ୍ତ ପଦବୀରେ ଚାକିରି ପାଇଁ ପ୍ରାର୍ଥାଙ୍କ ଶିକ୍ଷାଗତ ଯଓଗ୍ୟତା ସ୍ନାତକ, ସ୍ନାତକୋତ୍ତର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆଦି ରହିଛି।
ପରୀକ୍ଷା ପ୍ରଣାଳୀ:
-ପ୍ରିଲିମିନାରୀରେ ୧୦୦ ମାର୍କ ଓ ମେନରେ ୨୫୦ ମାର୍କର ପରୀକ୍ଷା ହେବ ।
-ଏଥି ସହ ପ୍ରାର୍ଥୀଙ୍କୁ ୩୦ ମାର୍କର ବର୍ଣ୍ଣନକାରୀ ଟେଷ୍ଟ ଦେବାକୁ ପଡ଼ିବ
– ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଆଦି ୪ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ ।