ବଲାଙ୍ଗୀର : ମଦ ବ୍ୟବସାୟୀଙ୍କ ଘରେ ଆଇଟି ଚଢାଉ..
ଏସବିଆଇ ମୁଖ୍ୟ ଶାଖାରେ ୧୬୦ କୋଟି ଟଙ୍କା ଗଣତି ସରିଲାଣି..
ଶନିବାର ରାତି ସୁଦ୍ଧା ୧୬୦ କୋଟି ଗଣତି ସରିଥିବା ସୂଚନା..
ବଲାଙ୍ଗୀର : ରବିବାର ମଧ୍ୟ ସୁଦପଡା ସ୍ଥିତ ମଦ ଭାଟିରେ ଚାଲିଛି ଆୟକର ଚଢାଉ..
୫ମ ଦିନରେ ମଦ ଭାଟିରେ ଛାନଭିନ୍ ଜାରି..
ଉତ୍ତରପ୍ରଦେଶ ବରେଲି-ନୈନିତାଲ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ମୃତ.
ଟ୍ରକ୍କୁ ଧକ୍କା ଦେଲା କାର୍, ଉଭୟ ଗାଡ଼ିରେ ଲାଗିଲା ନିଆଁ..
ସୁବର୍ଣ୍ଣପୁର ଜିଲା ଉଲୁଣ୍ଠା ବ୍ଲକ ସିଂହପାଲି ଗାଁ ନିକଟ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଶିଶୁଙ୍କ ମୃତ୍ୟୁ..ଅଜା ଗୁରୁତର ..
ପାଣିପାଗ ବିଭାଗର ପୂର୍ବାନୁମାନ, ଏଣିକି ରାଜ୍ୟରେ ବଢିବ ଶୀତ..
ଇଟାଲିର ଟିବୋଲିରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ..୪ ମୃତ, ଅନେକ ଆହତ..
ଆଜି ଠାରୁ ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ..
ପାଲୋ : ଦନ୍ତା ଆକ୍ରମଣରେ ରେଞ୍ଜର ଗୁରୁତର..