ଭୁବନେଶ୍ୱର : ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା ଲକ୍ଷ ଲକ୍ଷ ଟଙ୍କା ଜବତ..
କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ..
ଆହୁରି କଲବଲ କରିବ ତାତି..
ଆଜିଠାରୁ ତାପମାତ୍ରା ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ପୂର୍ବାନୁମାନ.. ୧୭ରେ ବଢିବ ଅଧିକ ଖରା..
ଜନ୍ମଦିନ ପାଳନ କରୁଛି ଭୁବନେଶ୍ଵର..
ଆଜି ୭୬ତମ ପ୍ରତିଷ୍ଠା ଦିବସ , ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଆୟୋଜନ , ନାଲି , ନୀଳ ରଙ୍ଗରେ ଝଟକୁଛି ରାଜଧାନୀ..
ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଆସନ୍ତାକାଲିଠୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ମନା..
ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ଏସବୁ ବାରଣ..
ଭୁବନେଶ୍ୱର : ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ କରିବା ଘଟଣା ; ୨ ଗିରଫ..
ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ..
ଶଙ୍ଖ ଭବନରେ ବିଜେଡି ଇସ୍ତାହାର କମିଟିର ପ୍ରଥମ ବୈଠକ..
ନିର୍ବାଚନୀ ଇସ୍ତାହାର ରୂପରେଖ କିପରି ରହିବ ସେନେଇ ଆଲୋଚନା ସୂଚନା..
ବିଜେପିରେ ମିଶିଲେ ବରିଷ୍ଠ ବିଜେଡି ନେତା ଅଜୟ ନାୟକ..
ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ..