ଟିଟିଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅନ୍ତର୍ଗତ ଡେଡଗାଁ ଗ୍ରାମର ରୂଖାଡ଼ ଥପାଙ୍କୁ ହତ୍ୟା..
ଯାଜପୁରର ପୂର୍ବତନ ସିଡିଏମ୍ଓଙ୍କୁ ଛୁରାମାଡ, ଭଦ୍ରକସ୍ଥିତ ଘରେ ଛୁରା ଭୁଷିଛନ୍ତି ଦୁର୍ବୃତ୍ତ..
ଶୀତ ଚାଦରରେ ସାରା ରାଜ୍ୟ.. ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ..
ଏଏସଓ ଚୟନ ; ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନାହିଁ- ହାଇକୋର୍ଟ..
ମହିମାଗାଦି ଯୋରନ୍ଦାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କଲେ ମହିମାଧର୍ମର ସାଧୁସନ୍ଥ..
ଡିସେମ୍ବର ୨୨ ବର୍ଷର ସବୁଠାରୁ ଛୋଟ ଦିନ..
ନକ୍ସଲ ହିଂସା.. ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତୀ ୪ ଜିଲାର ଏସପିଙ୍କୁ ଆଲର୍ଟ ନିର୍ଦ୍ଦେଶ..
କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର ଏସ୍ପିଙ୍କୁ ଆଲର୍ଟ..
ସୀମାରେ ସୁରକ୍ଷା କଡାକଡି ସହ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ..