By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହାତ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ଓଡ଼ିଶା > ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହାତ
ଓଡ଼ିଶା

ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହାତ

Last updated: January 1, 2026 6:21 am
By
Bhagaban Padhi
ByBhagaban Padhi
Assistant Editor
Bhagaban Padhi is a respected journalist from Odisha, dedicated to truthful reporting and amplifying local voices. His work highlights regional issues with integrity, cultural awareness, and...
Follow:
1 Min Read
Share
SHARE

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାଆମ୍ବ ନିକଟରେ ମର୍ମତୁତ ଦୁର୍ଘଟଣା ଘଟିଛି l ଗୋଟିଏ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଓ ଦୁଇଜଣ ଆହାତ ହୋଇଛନ୍ତି l ମୃତ ଦୁଇଜଣ କୋଦଳା କୁମୁଟି ସାହି ର ମିଟୁ ଦାଶ ଙ୍କ ପୁଅ ରୁଦ୍ରନାରାୟଣ ଦାଶ ଓ କୋଦଳା ଏନଏର କାର୍ଯ୍ୟରତ ପିଅନ ବୁଢା ପାଢ଼ୀ ଙ୍କ ପୁଅ ରଶ୍ମିରଞ୍ଜନ ପାଢ଼ୀ ହୋଇଥିବା ବେଳେ ଗୁରୁତର ବାଣପୁର ଅଞ୍ଚଳର ପବିତ୍ର ବନ୍ଦଣି ହୋଇଥିବା ଜଣାପଡିଛି l ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନ ଗୋଟିଏ ବାଇକ ରେ କବିସୂର୍ଯ୍ୟନଗର ରୁ କୋଦଳା ଅଭିମୁଖେ ଯିବା ସମୟରେ ବୁଢାଆମ୍ବ ନିକଟରେ ଥିବା ଝାଭିଏର ସ୍କୁଲ ନିକଟରେ ବିପରୀତ ଦିଗରୁ ଆସୁଥିବା ପବିତ୍ର ଙ୍କ ସ୍କୁଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା l ସ୍କୁଟି ରେ ତିନିଜଣ ରହିଥିବା ବେଳେ ଦୁର୍ଘଟଣା ପରେ ସମସ୍ତେ ରାସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଧାରକରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ l ତେବେ ଡାକ୍ତର ରୁଦ୍ରନାରାୟଣ ଓ ରଶ୍ମିରଞ୍ଜନ କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଓ ଦୁଇ ଆହାତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l

Author

Bhagaban Padhi

Bhagaban Padhi is a respected journalist from Odisha, dedicated to truthful reporting and amplifying local voices. His work highlights regional issues with integrity, cultural awareness, and a commitment to public service.

ଢେଙ୍କାନାଳ ନିମିଧା ଖଣି ବିସ୍ଫୋରଣ ଘଟଣା ; ଏବେବି ଖଣି ଭିତରେ ୨ଟି ମୃତଦେହ
ବିନା ଟେଣ୍ଡର ରେ ଚାଲିଛି ୱାଲ ପେଣ୍ଟିଙ୍ଗ
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଲେ ମିଞ୍ଚିନି ପାଟଣା ଗ୍ରାମବାସୀ
ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ ୧୪ ପଞ୍ଚାୟତର ୩୪ଟି ଗାଁ
TAGGED:ganjam
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad1
Happy0
Angry0
Previous Article ଟି-୨୦ ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା
Next Article ଖୋଲିଲା ବିବାଦୀୟ ଟେଣ୍ଡର ବାକ୍ସ । ନିରବୀ ଗଲେ ଜିଲ୍ଲାପାଳ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
ରାଜନୀତି
ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଓଡ଼ିଶା
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
ଜାତୀୟ
ମଜଭୁତ୍‌ ହେବ ରାଷ୍ଟ୍ରୀୟ ସୁରକ୍ଷା, ଶ୍ରୀହରିକୋଟାରୁ ମହାକାଶକୁ ଯିବ ଅନ୍ୱେଷା
ଜାତୀୟ
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up