ଆଦ୍ୟ ତା 26.1.26 ରିଖ ଦିନ ଖଲ୍ଲିକୋଟ ଷ୍ଟେସନ ରେ ତା 27.3.26ରିଖ ରୁ ଫାଲଗୁନାମ ଟ୍ରେନ ଓ ବିଶାଖା ଟ୍ରେନ ଖଲ୍ଲିକୋଟ ରେ ରହିବା ପାଇଁ ସରକାର ଙ୍କ ନିର୍ଦ୍ଦେଶ ହେଈଛି ଉକ୍ତ ବିଷୟ ନେଇ ଷ୍ଟେସନ ମାଷ୍ଟର ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ବିଜେପି ର ଶଙ୍କର ନାୟକ,ଯଜ୍ଞାସେନ୍ ଦାସ , ଜଗନ୍ନାଥ ଭୁଇୟା ଓ ଅନେକ ବିଜେପି କର୍ମୀ ।

