By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: ଖୋଲିଲା ବିବାଦୀୟ ଟେଣ୍ଡର ବାକ୍ସ । ନିରବୀ ଗଲେ ଜିଲ୍ଲାପାଳ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ଓଡ଼ିଶା > ଖୋଲିଲା ବିବାଦୀୟ ଟେଣ୍ଡର ବାକ୍ସ । ନିରବୀ ଗଲେ ଜିଲ୍ଲାପାଳ
ଓଡ଼ିଶା

ଖୋଲିଲା ବିବାଦୀୟ ଟେଣ୍ଡର ବାକ୍ସ । ନିରବୀ ଗଲେ ଜିଲ୍ଲାପାଳ

Last updated: January 10, 2026 3:59 pm
By
Bhagaban Padhi
ByBhagaban Padhi
Assistant Editor
Bhagaban Padhi is a respected journalist from Odisha, dedicated to truthful reporting and amplifying local voices. His work highlights regional issues with integrity, cultural awareness, and...
Follow:
2 Min Read
Share
SHARE

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା NAC ରେ ବିବାଦ ପିଛା ଛାଡୁନଥିବା ବେଳେ. ପୂର୍ତ୍ତ ବିଭାଗ ଜାଗାରେ NAC କରିଥିବା ବେଆଇନ ଟେଣ୍ଡର ଆଜି ଖୋଲିଲା.. ଟେଣ୍ଡର ବେ ନିୟମ ଥିବା ନେଇ ଜିଲ୍ଲାପାଳ, ପିଡି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ସେହି ଟେଣ୍ଡର ବାକ୍ସ ଖୋଲିବା ନେଇ. କୋଦଳା ଅଞ୍ଚଳ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି.. ଯାହା ସୂଚନା ରହିଛି, ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚି ସାରିଲାଣି।କିଛି ମାସ ତଳେ ପୂର୍ତ୍ତବିଭାଗ ତରଫରୁ ତହସିଲ କ୍ୱାଟର ପରିସରରେ ଫେବର ପକାଇବା ପାଇଁ ଚାରିଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା ।ସେଇ କାମ ବର୍ତମାନ ସୁଦ୍ଧା ହୋଇନଥିବା ବେଳେ ବର୍ତମାନ ସେହି କାମ ପାଇଁ କୋଦଳା ଏନଏସି ତାର ଚିଠି ନମ୍ବର ୩୪୦୫/୨୬.୧୨.୨୦୨୫ ପ୍ରକାରେ ଟେଣ୍ଡର ବିଜ୍ଞପ୍ତି କରି ୭,୮୧,୩୭୦ଟଙ୍କା ଅଟକଳ ମୂଲ୍ୟ ରେ ଯାହାକି ୧୮.୧୨.୨୦୨୫ରେ ସାର୍ବଜନୀନ ହୋଇଥିଲା ।ଏହାର ଶେଷ ତାରିଖ ୨୬.୧୨.୨୦୨୫ ଥିବା ବେଳେ ୨୯.୧୨.୨୦୨୫ଦିନ ୧୧ଘଂଟିକା ସମୟରେ ଓପେନ କରିବା ଧାର୍ଯ୍ୟ କରାଯାଥିଲା।ହେଲେ ବିଜ୍ଞପ୍ତି ଅନୁଯାୟୀ ଆଜି ସେଇ ଟେଣ୍ଡର କୋଦଳା ଏନଏସି ତରଫରୁ ଓପେନ କରାଯାଇଛି।

ଜାଗା ବିବାଦ ସାଙ୍ଗକୁ ବେନିୟମ ଟେଣ୍ଡର ଜାଣି ଜିଲ୍ଲାପାଳ ନୀରବ ରହିଯିବା ଘଟଣା କୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି.. ସେପଟେ ବିବାଦୀୟ ଜାଗା କୁ ନେଇ ଆମ ପ୍ରତିନିଧି ପୂର୍ତ୍ତ ବିଭାଗ ଯନ୍ତ୍ରୀ ଜୟନ୍ତ କୁମାର ପତି ଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି କାମ ହେବାକୁ ଥିବା ଜାଗା ଏନ୍ ଏ ସି କୁ ହସ୍ତାନ୍ତର କରାଯାଇନାହିଁ। ହେଲେ ଏବେ ପ୍ରଶ୍ନ ଉଠୁଛି କାହା ବଳରେ କାହା ନିର୍ଦେଶ ରେ କୋଦଳା ଏନଏସି ଏହି ଟେଣ୍ଡର ବାହାର କରି ଟେଣ୍ଡର ଓପେନ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି।
ଟେଣ୍ଡର ଦୁର୍ନୀତି କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ଏକ୍ସ ମାଧ୍ୟମରେ ରାଜ୍ୟସରକାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଗଲା ପରେ ମଧ୍ୟ ମଧ୍ୟ କିଭଳି ଏମିତି ଦୁର୍ନୀତି କୁ ପ୍ରସୟ ଦେଉ ଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ? ସେହିପରି ପୂର୍ବରୁ ଗତ ୨୮ ତାରିଖ ରେ ଅନୁରୂପ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ବେଳେ ଗତ ୨୯ ତାରିଖ ରେ ଜଣେ କାଉସିଲର ତଥା ସାମ୍ବାଦିକ ଭଗବାନ ପାଢ଼ୀ ଙ୍କୁ ଏନଏସି ପରିସରରେ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିର୍ଦେଶ ରେ ମାଡ ମାରି ସିସିଟିଭି ଫୁଟେଜ କୁ ଗାୟବ କରିଦେଇଥିଲେ ମଧ୍ୟ ଆଜକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ଏନଏସି କାର୍ଯ୍ୟାଳୟ ରେ ବର୍ତମାନ ସୁଦ୍ଧା ସିସି ଟିଭି ଲାଗିନାହିଁ

Author

Bhagaban Padhi

Bhagaban Padhi is a respected journalist from Odisha, dedicated to truthful reporting and amplifying local voices. His work highlights regional issues with integrity, cultural awareness, and a commitment to public service.

ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ
ଢେଙ୍କାନାଳ ନିମିଧା ଖଣି ବିସ୍ଫୋରଣ ଘଟଣା ; ଏବେବି ଖଣି ଭିତରେ ୨ଟି ମୃତଦେହ
ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହାତ
କୋଦଳା ଏନଏସି ରେ ଥିବା ପାଣିଟାଙ୍କି ଓ ସେସଫୁଲ ରୁ ଆଦାୟ ହୋଇଥିବା ଦୁଇବର୍ଷ ର ଟଙ୍କା ହରିଲୁଟ
ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
TAGGED:kodala
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad0
Happy0
Angry2
Previous Article ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହାତ
Next Article ସ୍ୱିଜରଲ୍ୟାଣ୍ଡର ବାର ବିସ୍ଫୋରଣ: କ୍ରାନ୍ସ-ମୋଣ୍ଟାନାର ସ୍କି ରିସର୍ଟର ବାରରେ ଅଗ୍ନିକାଣ୍ଡରେ ଅନେକ ମୃତ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
ରାଜନୀତି
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
ଜାତୀୟ
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ଓଡ଼ିଶା
ମଜଭୁତ୍‌ ହେବ ରାଷ୍ଟ୍ରୀୟ ସୁରକ୍ଷା, ଶ୍ରୀହରିକୋଟାରୁ ମହାକାଶକୁ ଯିବ ଅନ୍ୱେଷା
ଜାତୀୟ
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up