By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: ୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ରାଜନୀତି > ୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ
ରାଜନୀତି

୨ ଦଶନ୍ଧୀ ପରେ ଶିବସେନା ଭବନରେ ପାଦ ରଖିଲେ ରାଜ ଠାକରେ

ଏକାଠି ବିଜେପି ଉପରେ ବର୍ଷିଲେ ଦୁଇ ଭାଇ

Last updated: January 5, 2026 4:19 am
By
Smita Khatua
BySmita Khatua
Chairman
Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and...
Follow:
1 Min Read
Share
SHARE

ମୁମ୍ବାଇ ୪।୧: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ପାଖାପାଖି ୨ ଦଶନ୍ଧୀ ପରେ ଠାକରେ ଭାଇଙ୍କ ପୁନର୍ମିଳନ କରାଇଛି। ୨୦ ବର୍ଷ ପରେ ବିଏମସି ନିର୍ବାଚନ ଲାଗି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧାନ ଶିବସେନା (ୟୁବିଟି) ଓ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବ ନିର୍ମାଣ ସେନା (ମନସେ) ମଧ୍ୟରେ ମେଣ୍ଟ ହୋଇଛି। ଏହି ଅବସରରେ ଦୁଇ ଦଳଙ୍କ ମୁଖ୍ୟ ରବିବାର ମୁମ୍ବାଇ ବିକାଶକୁ ନେଇ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିବା ବେଳେ ମିଳିତ ଘୋଷଣାପତ୍ର ଜାରି କରିଛନ୍ତି।

ଏହି ଘୋଷଣା ପାଇଁ ମନସେ ନେତା ରାଜ ଠାକରେ ପ୍ରାୟ ୨୦ ବର୍ଷ ପରେ ଦାଦରର ଶିବାଜୀ ପାର୍କସ୍ଥିତ ଶିବେସନା (ୟୁବିଟି) ମୁଖ୍ୟାଳୟ ଶିବସେନା ଭବନରେ ପଦାର୍ପଣ କରିଛନ୍ତି ଓ ଦୁଇଭାଇ ମୁମ୍ବଇକରଙ୍କ ଲାଗି ୧ ଲକ୍ଷରୁ ବି ଶସ୍ତାରେ ଘର ଦେବା ପାଇଁ ଘୋଷଣା କରିଛନ୍ତି। ଶିବସେନା ଭବନରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ, ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ଯୋଗ ଦେଇ ଏବେକା ରାଜନୈତିକ ପରିସ୍ଥିତି, ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଓ ବିଜେପି ଉପରେ କଟାକ୍ଷ କରିଛନ୍ତି। ରାଜ ଠାକରେ କହିଛନ୍ତି ଯେ ୨୦ ବର୍ଷ ପରେ ଏଠାକୁ ଆସି ଏପରି ଲାଗୁଛି ଯେପରି ଜେଲରୁ ବାହାରିଲି। କାରଣ ମୋତେ ସମସ୍ତେ ପଚାରୁଛନ୍ତି ୨୦ ବର୍ଷ ପରେ ଏଠାକୁ ଆସି କିପରି ଲାଗୁଛି।

ରାଜ ଠାକରେ କହିଛନ୍ତି ଯେ ଶିବ ସେନା ଭବନ ସହିତ ମୋର ସମ୍ପର୍କ ବହୁତ ପୁରୁଣା ଓ ଗଭୀର ସ୍ମୃତି ଜଡିତ ରହିଛି। ସେ କହିଛନ୍ତି ଯେ ୧୯୭୭ ମସିହାରେ ଯେତେବେଳେ ଶିବସେନା ଭବନର ନିର୍ମାଣ ହେଲା ସେତେବେଳରୁ ଜନତା ଦଳ ଏଠାରେ ଶୋଭାଯାତ୍ରା କରି ଟେକାପଥର ମାଡ଼ କରିଥିଲା। ଏହାର ଜବାବରେ ଆମର ଶିବ ସୈନିକମାନେ ଉପରୁ ଟ୍ୟୁବଲାଇଟ୍ ଫିଙ୍ଗି ଥିଲେ।

Author

Smita Khatua

Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and amplifying community voices, ensuring that the platform reflects integrity, fairness, and cultural sensitivity.

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
TAGGED:mumbai
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad0
Happy0
Angry0
Previous Article Image: thehindu ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ ବିରୋଧୀ
Next Article କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଓଡ଼ିଶା
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
ଜାତୀୟ
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ଓଡ଼ିଶା
ମଜଭୁତ୍‌ ହେବ ରାଷ୍ଟ୍ରୀୟ ସୁରକ୍ଷା, ଶ୍ରୀହରିକୋଟାରୁ ମହାକାଶକୁ ଯିବ ଅନ୍ୱେଷା
ଜାତୀୟ
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up