By using this site, you agree to the Privacy Policy and Terms of Use.
Accept
Newso.inNewso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Reading: ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ
Share
Notification Show More
Font ResizerAa
Font ResizerAa
Newso.inNewso.in
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ଜୀବନଚର୍ଯ୍ୟା
  • IPL 2025
  • ଲେଖକ ସ୍ତମ୍ଭ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ଅପରାଧ
  • ମନୋରଞ୍ଜନ
  • ରାଜନୀତି
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ଧର୍ମ
    • ସ୍ୱାସ୍ଥ୍ୟ
  • IPL 2025
  • ଲେଖକ ସ୍ତମ୍ଭ
Have an existing account? Sign In
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Newso.in > ଅପରାଧ > ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ
ଅପରାଧ

ସାଇବର କ୍ରାଇମରେ ବ୍ୟବହାର ବ୍ୟାଙ୍କ ଜମା ଖାତାଧାରୀ ରାକେଟ ଠାବ

୫ ଜଣ ଗିରଫ

Last updated: January 11, 2026 1:02 pm
By
Smita Khatua
BySmita Khatua
Chairman
Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and...
Follow:
1 Min Read
Share
SHARE

ନ୍ୟୁସ୍ ଓ ବ୍ୟୁରୋ: କନ୍ଧମାଳ ପୋଲିସ ହାତରେ ସାଇବର କ୍ରାଇମରେ ବ୍ୟବହାର ହେଉଥିବା ବ୍ୟାଙ୍କ ଜମା ଖାତାଧାରୀ ରାକେଟ । ରାକେଟ ଚଳାଉଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ସମେତ ୫ ଜଣଙ୍କୁ କନ୍ଧମାଳ ସାଇବର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ବିଭିନ୍ନ ବ୍ୟାଙ୍କରେ ଖୋଲା ଯାଇଥିବା ୧୬ଟି ଜମା ଖାତା, ୮ଟି ଏଟିଏମ, ଗୋଟିଏ ଲାପଟପ, ୧୧ଟି ମୋବାଇଲ ଓ ଗୋଟିଏ ପାସପୋର୍ଟ ଜବତ ।

ଗିରଫ ହୋଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନାମ ତୁଷାରକାନ୍ତି ଦାସ । ସେ ଭୁବନେଶ୍ୱରର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ । ଅନ୍ୟ ୪ ଜଣଙ୍କ ନାମ ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଏବଂ ବାଦଲ କୁମାର ସ୍ୱାଇଁ । ଏମାନଙ୍କ ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ବୋଲି କନ୍ଧମାଳ ଏଏସପି ରାମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

Author

Smita Khatua

Smita Khatua is the Chairman of NEWSO.IN, bringing her experience as a dedicated journalist from Odisha into leadership. She is committed to highlighting social issues and amplifying community voices, ensuring that the platform reflects integrity, fairness, and cultural sensitivity.

ରକ୍ଷକ ସାଜିଛନ୍ତି ଭକ୍ଷକ, ୧୦ ମାସରେ ୧୭ ଲାଞ୍ଚୁଆ ପୋଲିସ୍ ଗିରଫ
KGMU ଛାତ୍ରୀ ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାରେ ବନ୍ଧାହେଲେ ଡାକ୍ତର
କେରଳର ପୂର୍ବତନ ମନ୍ତ୍ରୀ ଏଣ୍ଟନୀ ରାଜୁଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ
TAGGED:cyber crime
Share This Article
Facebook Whatsapp Whatsapp Reddit Threads Email Print
What do you think?
Love0
Sad0
Happy0
Angry0
Previous Article ଦିଲ୍ଲୀ ହାଉସିଂ ସୋସାଇଟି ମୁଖ୍ୟଙ୍କୁ ଗୁଳି କରି ହତ୍ୟା
Next Article ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ଫିଲ୍ଡିଂ
Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
YoutubeSubscribe
TelegramFollow
- Advertisement -

Latest News

ନୀତୀଶଙ୍କ ୨୦ ବର୍ଷର ଶାସନର ଶେଷ ରାଜ୍ୟସଭାକୁ ଯାତ୍ରା, ବିଜେପିରୁ ନୂତନ ମୁଖ୍ୟମନ୍ତ୍ରୀ
ରାଜନୀତି
ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ଓଡ଼ିଶା
ଦିଲ୍ଲୀରେ ନିଖୋଜ ଘଟଣା ନେଇ ଭୟାବହ ଚିତ୍ର: ୨୭ ଦିନରେ ୧୩୭ ଶିଶୁ ସହ ୮୦୭ ଜଣ ଗାୟବ
ଜାତୀୟ
ଖଲ୍ଲିକୋଟ ଷ୍ଟେସନରେ 27 ଜାନୁଆରି ରୁ ଫାଲଗୁନାମ ଓ ବିଶାଖା ଟ୍ରେନ ରହିବ
ଓଡ଼ିଶା
Office Address
Main Road, Beguniapada
Ganjam, Pin 761031
Odisha, India
Call Information
Phone: (+91) 765-392-5551
Tel: (+91) 779-001-8961
Email: report@newso.in

About

  • Contact
  • About 
  • Advertise with us
  • Submit Your Post
  • Membership Join
  • Reporter Registration

Policy

  • Privacy Policy
  • Terms and Conditions
  • Subscription Terms
  • Help & FAQs
  • Terms of Use
  • Cookies

Sign Up for Our Newsletter

Subscribe to our newsletter to get our newest articles instantly!

Newso.inNewso.in
Follow US
Copyright @2025 NEWSO.IN. All rights reserved. The NEWSO is not responsible for the content of external sites. Read about our approach to external linking.
Welcome Back!

Sign in to your account

Username or Email Address
Password

Lost your password?

Not a member? Sign Up